ରାଜଧାନୀରୁ ୨୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୨ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୩୩ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୩ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୫୭୭ ,ସୁସ୍ଥ ସଂଖ୍ୟା ୩୧୦୨୮ ,ମୃତ୍ୟୁ ସଂଖ୍ୟା ୨୩୯ | ବର୍ତ୍ତମାନ ସୁଦ୍ଧା ୨୮୯ କରୋନା ପଜିଟିଭ ସକ୍ରିୟ ଅଛନ୍ତି |

Leave A Reply

Your email address will not be published.