ଭୁବନେଶ୍ୱର, ଆଜି ରାଜ୍ୟରୁ ୨୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୨୭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୫ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୨୮ ,ବାଲେଶ୍ୱର ୭ ,ବରଗଡ଼ ୨୨ ,ଭଦ୍ରକ ୫ , ବଲାଙ୍ଗୀର ୩ , ବୌଧ ୩, କଟକ ୮, ଦେଓଗଡ ୧, ଗଜପତି ୫ , ଜଗତସିଂହପୁର ୧, ଯାଜପୁର ୯ , ଝାରସୁଗୁଡା ୨୩, କଳାହାଣ୍ଡି ୧, କେଉଁଝର ୫, ଖୋର୍ଦ୍ଧା ୧୨, କୋରାପୁଟ ୧, ମୟୁରଭଞ୍ଜ ୬ , ନୟାଗଡ ୮, ନୂଆପଡା ୮, ପୁରୀ ୧୫, ସମ୍ବଲପୁର ୨୧, ସୋନପୁର ୫, ସୁନ୍ଦରଗଡ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୨୭୬୩, ସୁସ୍ଥ ସଂଖ୍ୟା ୩୨୮୬୨୨ , ସମୁଦାୟ ସକ୍ରିୟ ସଂଖ୍ୟା ୨୧୯୨ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୭୦ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ