You are currently viewing ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୪୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୩୧, ବାଲେଶ୍ୱର ୮ ,ବରଗଡ଼ ୧୫, ଭଦ୍ରକ ୧ ,ବଲାଙ୍ଗୀର ୧୩,ବୌଧ ୩, କଟକ ୪, ଦେଓଗଡ ୪, ଗଞ୍ଜାମ ୩ ,ଜଗତସିଂହପୁର ୨, ଯାଜପୁର ୧୪, ଝାରସୁଗୁଡା ୧୩, କେନ୍ଦ୍ରାପଡା ୮, ଖୋର୍ଦ୍ଧା ୧୪, କୋରାପୁଟ ୫, , ମୟୁରଭଞ୍ଜ ୪, ନୟାଗଡ ୧, ନୂଆପଡା ୨୩, ପୁରୀ ୧୨ , ସମ୍ବଲପୁର ୩୫, ସୋନପୁର ୧, ସୁନ୍ଦରଗଡ ୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୦୧୧୭, ସୁସ୍ଥ ସଂଖ୍ୟା ୩୨୫୭୩୩, ସମୁଦାୟ ସକ୍ରିୟ ସଂଖ୍ୟା ୨୪୫୧, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୦୧ ।

ଅନ୍ୟମାନଙ୍କୁ ଜଣାନ୍ତୁ।