ଭୁବନେଶ୍ୱର, ଆଜି ରାଜ୍ୟରୁ ୩୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୧୯୭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୪୬ ରହିଛି | ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
ଆଜି ଅନୁଗୁଳ ୩୨ ,ବାଲେଶ୍ୱର ୧୭ ,ବରଗଡ଼ ୧୮ ,ଭଦ୍ରକ ୪ ,ବଲାଙ୍ଗୀର ୧୯ ,କଟକ ୨୧ ,ଢେଙ୍କାନାଳ ୩ ,ଗଞ୍ଜାମ ୮ ,ଜଗତସିଂହପୁର ୧୩ ,ଯାଜପୁର ୮ ,ଝାରସୁଗୁଡା ୮ ,କଳାହାଣ୍ଡି ୧୦ ,କେନ୍ଦ୍ରାପଡା ୮,କେନ୍ଦୁଝର ୧୪ ,ଖୋର୍ଦ୍ଧା ୩୨ ,କୋରାପୁଟ ୧ ,ମାଲକାନଗିରି ୫ ,ମୟୁରଭଞ୍ଜ ୨୦ ,ନୟାଗଡ ୨, ନୂଆପଡା ୧୨ ,ପୁରୀ ୨୨ ,ରାୟଗଡା ୨ ,ସମ୍ବଲପୁର ୧୫ ,ସୋନପୁର ୧ ,ସୁନ୍ଦରଗଡ ୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି |
ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୨୬୪୨,ସୁସ୍ଥ ସଂଖ୍ୟା ୩୧୭୪୧୨ | ସମୁଦାୟ ସକ୍ରିୟ ସଂଖ୍ୟା ୩୩୮୩ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୪୪୨ |
ଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନ