You are currently viewing ରାଜଧାନୀରୁ ୪ କରୋନା ପଜିଟିଭ ଚିହ୍ନଟ

ରାଜଧାନୀରୁ ୪ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୪ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୪ |ସଙ୍ଗରୋଧ କେନ୍ଦ୍ରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୭୮୦ ,ସୁସ୍ଥ ସଂଖ୍ୟା ୩୧୩୧୫ , ମୃତ୍ୟୁ ସଂଖ୍ୟା ୨୪୪ ରହିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୦ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।