You are currently viewing ୫ଟି ସଚିବଙ୍କ କଟକ ଗସ୍ତ

୫ଟି ସଚିବଙ୍କ କଟକ ଗସ୍ତ

କଟକ, ଆଜି କଟକ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିାଆନ୍ ଓ ପୂର୍ତ୍ତ ସଚିବ । କଟକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଏସସିବି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ସହ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଓତାର ଉଭୟପାଶ୍ୱର୍ର ଟ୍ରାଫିକ୍ ନିୟନ୍ତ୍ରଣ, ସଫେଇ କାର୍ଯ୍ୟ ଦେଖିଛନ୍ତି । ଛତ୍ରବଜାରରୁ ଏନଏଚ ଯାଏ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଗସ୍ତ ସମୟରେ କଟକ ଜିଲ୍ଲାପାଳ, ସିଏମସି କମିସନର ଓ କେନ୍ଦ୍ରାଞ୍ଚଳ ଆରଡିସି ଉପସ୍ଥିତ ଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।