You are currently viewing ସିଲ ହେଲା ଏସବିଆଇ

ସିଲ ହେଲା ଏସବିଆଇ

ଭୁବନେଶ୍ବର, ଭୁବନେଶ୍ବର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ 8 ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି । ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କାର୍ଯ୍ୟାଳୟକୁ 2 ଦିନ ପର୍ଯ୍ୟନ୍ତ ସିଲ କରିଦିଆଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।