You are currently viewing ବାଇକ ସହ ଜଳିଗଲେ ଯୁବକ

ବାଇକ ସହ ଜଳିଗଲେ ଯୁବକ

ନୟାଗଡ଼, ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ୫୭ନମ୍ବର ଜାତୀୟ ରାଜପଥରେ । ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲେ ଜଣେ ବାଇକ ଚାଳକ । ଘଟଣାସ୍ଥଳରେ ହିଁ ଚାଳକ ଜଣକ ଗାଡ଼ି ସହ ଜଳି ଯାଇଥିଲେ । ତେବେ ଖବର ପାଇଁ ଅଗ୍ନିଶମ ବିଭାଗ ସମେତ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଚାଳକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।