You are currently viewing ବେକରେ ଓଢ଼ଣୀ ଲଗେଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ଓଢ଼ଣୀ ଲଗେଇ ଯୁବକଙ୍କ ଆତ୍ମହତ୍ୟା

ଢ଼େଙ୍କାନାଳ, ଢ଼େଙ୍କାନାଳ ସହରସ୍ଥିତ ଥିବା ସଙ୍କୁନ୍ତଳା ଲଜ୍‌ର ଏକ କୋଠରୀ ଭିତରେ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ଏ ଘଟଣାର ଖବର ପାଇ ପୋଲିସ ଲଜ୍ ନିକଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେେଇଛି । ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।