You are currently viewing ଥାନାରେ ରାଜପରିବାର ବୋହୂ, ଶ୍ୱଶୁର ଘରୁ ଜିନିଷ ନେବାକୁ ପୋଲିସର ସହାୟତା ଲୋଡ଼ିଲେ ଅଦ୍ରିଜା

ଥାନାରେ ରାଜପରିବାର ବୋହୂ, ଶ୍ୱଶୁର ଘରୁ ଜିନିଷ ନେବାକୁ ପୋଲିସର ସହାୟତା ଲୋଡ଼ିଲେ ଅଦ୍ରିଜା

ଏଏନଏସ୍: ଥାନାରେ ରାଜପରିବାର ବୋହୂ । ବଲାଙ୍ଗୀର ଟାଉନ ଥାନାରେ ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଶଶୁର ଘରୁ ନିଜ ଜିନିଷପତ୍ର ନେବାକୁ ପୋଲିସର ସହାୟତା ଲୋଡ଼ିଛନ୍ତି ଅଦ୍ରିଜା । ଅନ୍ୟପଟେ ରାଜ ପରିବାରର ପୁଅ-ବୋହୁଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।