ଭୁବନେଶ୍ୱର, ଗଲା କିଛି ଦିନ ଧରି ରାଜଧାନୀରେ ଲୁଟ୍ର ମାତ୍ରା ବଢ଼ିବାରେ ଲାଗିଛି । କେଉଁଠି ଦିନ ଦ୍ୱିପ୍ରହରରେ ତ ଆଉ କେଉଁଠି ରାତି ଅଧରେ ହଣାମରା କରି ଝାମ୍ପି ନେଉଛନ୍ତି ଲୁଟେରା । ଆଜି ପୁଣି ଆଉ ଏକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱରର ଫୁଲନଖରା ସ୍ଥିତ ତ୍ରିନାଥ ବଜାର ଛକରୁ ଜଣେ ମହିଳାଙ୍କଠାରୁ ଝାମ୍ପି ନେଇଛନ୍ତି ୫ଲକ୍ଷ ଟଙ୍କା । ସୂଚନଯୋଗ୍ୟଯେ, ମହିଳା ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଗାଡ଼ିପାଖରେ ଅନ୍ୟଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ସମୟରେ, ଲୁଟେରାମାନେ ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପି ନେଇଛନ୍ତି । କରୋନା ମହାମାରୀ ପାଇଁ ରୋଜଗାର ଭଲ ନଥିବାରୁ ଲୋକମାନେ ଲୁଟତରାଜ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ