You are currently viewing କରୋନା କବଳରେ ଓଲିଉଡ଼ର ବରିଷ୍ଠ ଅଭିନେତା ଅଜିତ୍ ଦାସ

କରୋନା କବଳରେ ଓଲିଉଡ଼ର ବରିଷ୍ଠ ଅଭିନେତା ଅଜିତ୍ ଦାସ

ଭୁବନେଶ୍ୱର, ଦିନକୁ ଦିନ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀର ଶୀକାର ହେଉଛନ୍ତି । ତେବେ ଏହାରି ମଧ୍ୟରେ ଓଲିଉଡ଼ ଜଗତର ବରିଷ୍ଠ ଅଭିନେତା କରୋନା ଆକ୍ରାନ୍ତ ହୋଇଛନ୍ତି । ସୂଚନାଥାଉକି, ଗତକାଲି ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।