ଅଜିତଙ୍କ ମା’ଙ୍କ ପରଲୋକ

ପିପିଲି, ଦିବଗଂତ ନେତା ଅଜିତ ମଙ୍ଗରାଜଙ୍କ ମାଆ କ୍ଷେତ୍ରମଣିଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ହୃଦଘାତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କ୍ଷେତ୍ରମଣି । ଏହା ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଚାରିଦିନ ତଳେ ପିପିଲି ପ୍ରାର୍ଥି ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.