ବାଲେଶ୍ୱର(ଏଏନଏସ)୨୪/୦୫, ଜୁନ ୧ତାରିଖ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ! ସୂଚନା ଅନୁଯାୟୀ ରାଜ୍ୟରେ ଥିବା ଅମଲା ସଂଘ ୧୯୪୩ ମସିହାରୁ କାର୍ୟ୍ୟ କରି ଆସୁଛି ! ଅମଲା ମାନେ ସମସ୍ତ ଅଫିସ .ସ୍କୁଲ .ଶିକ୍ଷାନୁଷ୍ଠାନ ମାନଙ୍କରେ ଅଳ୍ପ ଦରମାରେ କାର୍ୟ୍ୟ କରି ଆସୁଛନ୍ତି ! ୨୦୧୭ ମସିହାରେ ସ୍ନାତକ ଯୋଗ୍ୟତା ଭିତ୍ତିକ ଅମଲାମାନଙ୍କୁ ୪୨୦୦ଟଙ୍କା ଦରମା ପ୍ରଦାନ କରୁଥିଲା ବେଳେ ଏହା କେବଳ ରାଜ୍ୟସ୍ତରୀୟ ଅମଲା ମାନେ ପାଇ ଆସୁଛନ୍ତି ! ଜିଲ୍ଲା ସ୍ତରୀୟ ଅମଲା ମାନେ ବର୍ତମାନ ସମୟରେ ୧୯୦୦ଟଙ୍କା ଗ୍ରେଡ଼ପେ ପାଉଛନ୍ତି ! ଏହାକୁ ବିରୋଧ କରି ବାଲେଶ୍ୱରରେ ଥିବା ଅମଲାମାନେ ସେମାନଙ୍କୁ ଗ୍ରେଡ଼ପେ ୪୨୦୦ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବୀ କରି ଅସୁଥିଲା ବେଳେ ରାଜ୍ୟସରକାର ଏହାକୁ ଭୂକ୍ଷେପ କରୁନାହାନ୍ତି! ଏଣୁ ରାଜ୍ୟ ଅମଲା ସଂଘ ଡ଼ାକରାରେ ଜଳେଶ୍ୱର ଅମଲା ସଂଘର ସଭାପତି ଜଗତ ରଞ୍ଜନ ଜେନାଙ୍କ ନେତୃତ୍ୱରେ ସମସ୍ତ ଅମଲା ୨୨ତାରିଖରୁ କାଳା ବେଚ ପରିଧାନ କରି ବିକ୍ଷୋବ କରୁଥିଲା ବେଳେ ଆଗାମୀ ଜୁନ ୧ତାରିଖ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି !
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ