ଭୁବନେଶ୍ୱର, ରାଜ୍ୟରେ ଉପ-ନିର୍ବାଚନ ପାଇଁ ବିଜେପିି ଓ ବିଜେଡ଼ି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଉଭୟ ଦଳ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ବିଜେପିି ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ପ୍ରତାପ ଷଢଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, ଅରୁଣ ସିଂ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସମ୍ବିତ ପାତ୍ର, ସୁରେଶ ପୂଜାରୀଙ୍କ ନାଁ ସାମିଲ ରହିଛି । ବିଜେଡି ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ରହିବା ସହ ଦୁଇ ମହିଳା ଯଥା ପ୍ରମିଳା ମଲ୍ଲିକ ଓ ରାଜଶ୍ରୀ ମଲ୍ଲିକ ମଧ୍ୟ ରହିଛନ୍ତି । ତାହା ସହ ତାଲିକାରେ ଆକାଶ ଦାସନାୟକ, ଅରବିନ୍ଦ ରାୟ, କୁନା ତ୍ରିପାଠୀ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ଅରୁଣ ସାହୁ, ନବ ଦାସ, ସୁଶାନ୍ତ ସିଂ, ରାଜା ସ୍ୱାଇଁ, ପ୍ରତାପ ଦେବ, ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ସମୀର ଦାଶ, ଦିବ୍ୟ ଶଙ୍କର ମିଶ୍ର, ରବୀନ୍ଦ୍ର ଜେନା, ଜ୍ୟୋତି ପାଣିଗ୍ରାହୀ, ଜୀବନ ପ୍ରଦୀପ ଦାସ, ରଘୁନନ୍ଦନ ଦାସ, ମୁନ୍ନା ଖାଁ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ସାମନ୍ତରାୟ, ଆକାଶ ଦାସ, ପ୍ରଶାନ୍ତ ମୁଦୁଲିଙ୍କ ନାମ ରହିଛି ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ