୧. ଆଜି ରାଜ୍ୟରୁ ୯୫ କରୋନା ପଜିଟିଭ ଚିହ୍ନଟ ।
୨. ସୁପ୍ରିମ କୋର୍ଟରେ ଆସନ୍ତାକାଲି ହେବ କୋଟିଆ ମାମଲାର ଜରୁରୀ ଶୁଣାଣି । ଓଡ଼ିଶାର ଆବେଦନକୁ ଗ୍ରହଣ କଲେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ।
୩. ଚନ୍ଦକା ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡ ବିହୀନ ଶବର କଟାମୁଣ୍ଡକୁ ଠାବ କଲା କମିଶନରେଟ ପୋଲିସ । ଏନେଇ କ୍ରାଇମ ସିନର ରିକ୍ରିଏସନ ଡେମୋ ଦେଖାଇବେ ଅଭିଯୁକ୍ତ ।
୪. ବାଇ-ଲ’ ପ୍ରତ୍ୟାହାର ଦାବିରେ ଲିଙ୍ଗରାଜ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।
୫. ଯାଜପୁର ବଡ଼ଚଣା ଥାନା ବନ୍ଦାଳ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍ । ବାଇକ୍ ଆରୋହୀ ମୃତ, ଟ୍ରକ୍ ଡ୍ରାଇଭର ଥାନାରେ ଅଟକ ।
୬. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିରରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ କରିଛି ଚଢାଉ ।
୭. ପାଣି ପାଇଁ ବିଜେପିର ରାସ୍ତାରୋକ । ଲୋଚାପଡ଼ା-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କଲା ବିଜେପି ଯାତାୟାତ ବାଧାପ୍ରାପ୍ତ ।
୮. ଅନୁଗୁଳ ଖାଲଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର ଓ ୬ ବଖରା ଗୁହାଳ ଘର । ଗୋଟିଏ ଗାଈ ଓ ୨୨ ମେଣ୍ଢା ଜୀବନ୍ତ ଦଗ୍ଧ ।
୯. ଟ୍ୟୁବୱେଲ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ।
୧୦. ବେଗୁନିଆ ଥାନା ସାମନ୍ତରାପୁରର ଯୁବକ ନିଖୋଜ ଘଟଣାରେ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର , ପୋଲିସ ତଦନ୍ତ ଆରମ୍ଭ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ