୧. ଆଜି ରାଜ୍ୟରୁ ୨୯୭ କରୋନା ପଜିଟିଭ ଚିହ୍ନଟ ।
୨. ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
୩. ବିଧାନସଭାରେ PMAYରେ BPGY ଲୋଗୋ ପ୍ରସଙ୍ଗରେ BJP ସଦସ୍ୟଙ୍କ ହଟ୍ଟଗୋଳ ସହ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ,ଗୃହ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି ।
୪. ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ , ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ । ନିଆଁ ଲିଭା କାର୍ଯ୍ୟରେ ବନ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଜଡିତ ।
୫. ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ । ଆଜି ଚାଲିଛି ଯାଞ୍ଚ ।
୬. ପିପିଲି ଉପନିର୍ବାଚନ; ପ୍ରଚାର ଦାୟିତ୍ୱରେ ବିଜେଡିର ୪ ବରିଷ୍ଠ ନେତା ।
୭. ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୭ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫିରିଙ୍ଗିଆ ମେଡିକାଲ ଚିକିତ୍ସାଧିକାରୀ ନିଶିଥି ନିଶଙ୍କ ମାଲୁ ।
୮. ହଂସପାଳ ନିକଟରେ ଜନୈକ ‘ମୋ ବସ’ ଯାତ୍ରୀଙ୍କୁ ଚଳନ୍ତା ବସରୁ କଣ୍ଡକ୍ଟର ଠେଲିଦେବା ଦ୍ୱାରା ଜନୈକ ଯାତ୍ରୀ ଗୁରୁତର ।
୯. ଭଦ୍ରକ କାର୍ମେଲ ସ୍କୁଲ ନିକଟରୁ ୩୩୦ ଗ୍ରାମ ବ୍ରାଉନସୁଗାର ଜବତ କଲା ପୁରଣା ବଜାର ପୋଲିସ, ୧ ଗିରଫ ।
୧୦. ପୁରୀ ଭୋଳାନାଥ ସ୍କୁଲରେ ଗଣ୍ଡଗୋଳକୁ ନେଇ ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ