୧. ଆଜି ରାଜ୍ୟରୁ ୫୭୩ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ପିପିଲି ନିର୍ବାଚନ ମଙ୍ଗ ଧରିବେ ନବୀନ । ସୂଚନା ଦେଲେ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ।
୩. କୋଭିଡ ସଂକ୍ରମଣ ରୋକିବାକୁ ଗଞ୍ଜାମରେ ବିବାହ ଉତ୍ସବରେ ୧୦୦ ଲୋକଙ୍କ ଉପସ୍ଥିତି ଲାଗି ନୂଆ ନିୟମ ଲାଗୁ କଲେ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିର୍ଦ୍ଦେଶ ।
୪. ବଲାଙ୍ଗିର ଟିଟିଲାଗଡ଼ ସହରରେ ପାନୀୟ ଜଳ ଯୋଗାଣ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ।
୫. କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଆଜିଠାରୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ । ରାତି ୧୦ଟାରୁ ଭୋର ୫ଟା ଯାଏ ଲାଗୁ ହେବ କଟକଣା ।
୬. ଭୁବନେଶ୍ୱର ଯାଆଁଳ ଫାଣ୍ଡି ପରିସରରେ ଥିବା ଏକ କାରରୁ ମିଳିଥିବା କଙ୍କାଳ ଘଟଣାରେ ଏକ ନିର୍ଦ୍ଦିଷ୍ଟ ପରିବାରର ଡ଼ିଏନଏ ଟେଷ୍ଟ କରିବ ପୋଲିସ ।
୭. ଭୁବନେଶ୍ବର ଜୟଦେବ ବିହାରରେ ଥିବା ଘରୋଇ କୋଚିଂ ସେଣ୍ଟର ସିଲ୍ । କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ୍ କଲା ବିଏମସି ।
୮. ବିଦ୍ୟୁତ ଦର ବୃଦ୍ଧି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ସୁରେନ୍ଦ୍ର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହି ମାମଲା କଲେ ରୁଜୁ ।
୯. ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ପ୍ଲାଣ୍ଟର ଏସଏମଏସ୍-୨ର କଣ୍ଟ୍ରୋଲ ରୁମରେ ଅଗ୍ନିକାଣ୍ଡ । ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ସବୁ ପୋଡି ନଷ୍ଟ ।
୧୦. ବିଜେବି ହାୟର ସେକେଣ୍ଡାରୀ ସ୍କୁଲର କମର୍ସ ଛାତ୍ର କରୋନା ପଜିଟିଭ ଚିହ୍ନଟ । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ