You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୨୨୦ ପଜିଟିଭ ଚିହ୍ନଟ ଏବଂ ୧୫ ମୃତ ।
୨. ଅଣ୍ଡା, ଛତୁଆ ପରେ ଅଙ୍ଗନବାଡ଼ି ପିଲାଙ୍କୁ ଦିଆଯିବ ଚୁନା ମାଛ ।

୩. ପୂର୍ବ ଶତ୍ରୁତାରୁ ସମ୍ବଲପୁର ବୁର୍ଲାରେ ଗୋଟିଏ ପରିବାର ଉପରେ ଖଣ୍ଡା ଆକ୍ରମଣ, ୨ମୃତ ।
୪. କୋରାପୁଟର ସିନ୍ଧୁପୁଟ ନଦୀ ଘାଟରେ ବନ୍ଧା ହୋଇ ରହିଛି ବୋଟ ଆମ୍ବୁଲାନସ । ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ୪୦ ଟି ଗାଁର ଲୋକେ ।

୫. ରାଜନଗର ଅଞ୍ଚଳରେ ବିଜୁଳୀ ବତି ନଥିବାରୁ ଘଣ୍ଟାଘଣ୍ଟା ଲାଇନରେ ଛିଡା ହୋଇ ଛାତ୍ରମାନେ ସୋଲାରରେ କରୁଛନ୍ତି ମୋବାଇଲ ଚାର୍ଜ ।
୬. ପୁଅ ନିର୍ଜାତନାରେ ଗଜପତିରେ ୯୭ ବର୍ଷୀୟ ବୃଦ୍ଧଙ୍କ ଅନଶନ ।
୭. ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ସୁନା ବ୍ୟବସାୟୀଙ୍କ ଲୁଟ ଘଟଣା । ମିଳିଲା ଚୋରି ହୋଇଥିବା ସାଢ଼େ ୬ କେଜି ସୁନା ।

୮. ଭୁବନେଶ୍ୱର ସହୀଦ ନଗରର ଏକ ୩ ମହଲା କୋଠାରୁ ମିଳିଲା ମୃତ ଦେହ । ମୃତକ ଜଣକ ହେଉଛନ୍ତି ଜାଜୁଲ୍ୟ ନାଥ, ଘର ପିପିଲି ।
୯. ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏହି ଘଟଣା ପାରିବାରିକ କଳହକୁ ନେଇ ହୋଇଥିବା ସନ୍ଦେହ ।

୧୦. ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଛି ୧୦ ଡିଗ୍ରୀ ତଳେ ୩ ସହର । ମେଘୁଆ ପାଗ ଯୋଗୁଁ ଆସନ୍ତା ଦୁଇ ଦିନ କମ ରହିବ ଥଣ୍ଡା । ୧୫ ପରେ ବଢ଼ିବ ଶୀତ ।

ଅନ୍ୟମାନଙ୍କୁ ଜଣାନ୍ତୁ।