You are currently viewing ଶେଷରେ ଜେଲ୍ ଗଲେ ହିନ୍ଦୀ ମାଷ୍ଟର

ଶେଷରେ ଜେଲ୍ ଗଲେ ହିନ୍ଦୀ ମାଷ୍ଟର

ବ୍ରହ୍ମପୁର, ଭିଜିଲାନ୍ସ ଦ୍ୱାରା ଜେଲ୍ ଗଲେ ହିନ୍ଦୀ ମାଷ୍ଟର । ଝାଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ଏହା ସହ ଭୁବନାନନ୍ଦଙ୍କ ୧୦ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନିଲ ପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।