ରାଜଧାନୀରୁ ଧରାପଡିଲା ଏଟିଏମ୍ ଲୁଟେରା


ଭୁବନେଶ୍ୱର, ଆଜି ରାଜଧାନୀରୁ କୁଖ୍ୟାତ ଏଟିଏମ୍ ଲୁଟେରା ଧରାପଡିଛି। ତାକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ପରେ ଅଭିଯୁକ୍ତ ପାଖରୁ ୪୨ହଜାର ଟଙ୍କା ଜବତ କରିଛି। ରାଜଧାନୀରେ ଅନେକ ଏଟିଏମ୍ ଲୁଟ୍ ଘଟଣାରେ ଯୁବକ ସଂପୃକ୍ତ ଥିବା ଜଣାପଡିଛି। ସୂଚନାଯୋଗ୍ୟଯେ, ବୃଦ୍ଧବୃଦ୍ଧାଙ୍କୁ ଟାର୍ଗେଟ୍ କରି ଲୁଟି ନେଉଥିଲା ଟଙ୍କା। ପରେ ଚଂପଟ ମାରୁଥିଲା

Leave A Reply

Your email address will not be published.