ବାଲେଶ୍ବର-06.05.2021, କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗତକାଲିଠାରୁ ରାଜ୍ୟବ୍ୟାପୀ 14 ଦିନିଆ ଲକଡାଉନ ଘୋଷଣା ହୋଇଛି । ଏଭଳି ପରିସ୍ଥିତିରେ ବାଲେଶ୍ବର ଜିଲ୍ଲା ଇଚ୍ଛାପୁର ଗ୍ରାମରେ କୋଭିଡ ନିୟମ ଭଙ୍ଗ କରି ଶୁଦ୍ଧିକ୍ରିୟା ହେଉଥିଲା । ଶୁଦ୍ଧିକ୍ରିୟା ପାଇଁ କେବଳ 20 ଜଣଙ୍କୁ ଅନୁମତି ମିଳିଥିବାବେଳେ ପ୍ରାୟ ଦୁଇ ଶହ ଲୋକଙ୍କ ପାଇଁ ହୋଇଥିଲା ଭୋଜି । ଏନେଇ ଖବର ପାଇ ଘଟଣାସ୍ଥଳରେ ଚଢ଼ଉ କରିଥିଲେ ସଦର ତହସିଲଦାର ଅନାମିକା ସିଂ । ଖାଦ୍ୟ ସାମଗ୍ରି ଜବତ କରିବାରୁ ପରିବାର ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ତହସିଲଦାର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଭୋଜି ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଜବତ କରିବା ସହିତ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୩ଜଣଙ୍କୁ ଅଟକ ରଖିଥିଲା । କିନ୍ତୁ ଅଭିଯୋଗ ହୋଇଛି ଯେ ଦୋଷୀକୁ ଗୋଟିଏ ରାତିରେ ହିଁ ପୋଲିସ୍ ଛାଡ଼ି ଦେଇଛି । ।
ଏନେଇ ନ୍ୟାୟ ଦାବିରେ ତହସିଲ ଅଫିସ ଆଗରେ ତହସିଲଦାରଙ୍କ ଧାରଣା ।ନ୍ୟାଳ ମିଳିବା ପରେ ହିଁ ଚୌକିରେ ବସିବେ ବୋଲି ତହସିଲଦାର କହିଛନ୍ତ ତହସିଲଦାର ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ