ଏଥର ଜମାଟୋରେ ମିଳିବ ‘ବାବା କା ଢ଼ାବା’ର ଖାଦ୍ୟ

ନୂଆଦିଲ୍ଲୀ, ସୋସିଆଲ ମିଡ଼ିଆରେ ‘ବାବା କା ଢ଼ାବା’ ଭାଇରାଲ ହେବାପରେ, ସବୁ ଦିଗରୁ ସହାୟତାର ସୁଅ ଛୁଟିଥିଲା । ଭଲ ବ୍ୟବସାୟ ହେଉନଥିବାରୁ ୮୦ବର୍ଷର ବୃଦ୍ଧ ଦମ୍ପତ୍ତି ଦୁଃଖ ପ୍ରକାଶ କରି କାନ୍ଦୁଥିବା ଭିଡ଼ିଓ ହୋଇଥିଲା ଭାଇରାଲ । ପରେ ପରେ ସେଠାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏବେ ଜମାଟୋରେ ମଧ୍ୟ ‘ବାବା କା ଢ଼ାବା’ର ଖାଦ୍ୟ ଲୋକମାନେ ଘରେ ବସି ଅଡର଼୍ର ଦେଇପାରିବେ । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛି ଜମାଟୋ ।

Leave A Reply

Your email address will not be published.