ନବରଙ୍ଗପୁର, ମନ୍ଦିର ଭିତରେ ବୁଲୁଛି ଭାଲୁ । ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲାର ଏକ ମନ୍ଦିରରେ ଦେଖିବାକୁ ମିଳିଛି । ରାତିରେ ମନ୍ଦିର ପରିସରରେ ଭାଲୁ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ବାସିନ୍ଦା । କିଛି ସମୟ ସେଠାରେ ରହିବା ପରେ ଭାଲୁଟି କୁଆଡେ଼ ପଳାଇ ଯାଇଥିଲା । ଭାଲୁକୁ ଦେଖି ଗାଁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଖାଦ୍ୟ ସଂଗ୍ରହ କରି ଭାଲୁଟି ଗାଁ ଭିତରକୁ ପଶି ଆସିଥିବା ଅନୁମାନ କରୁଛନ୍ତି ଗାଁ ଲୋକ । ତେବେ ଭାଲୁଟି କୌଣସି କ୍ଷୟକ୍ଷତି କାହାର କରିନଥିବା ସୂଚନା ମିଳିଛି । କିନ୍ତୁ ଆଗାମୀ ଦିନରେ କିଭଳି ଭାଲୁ ଗାଁ ମୁହାଁ ନହେବେ, ସେଥିପ୍ରତି ବନ ବିଭାଗ ଧ୍ୟାନ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି