ମାଲକାନଗିରି, ସୁରକ୍ଷାବାହିନୀଙ୍କ କମ୍ବିଂ ଅପରେସନ ବେଳେ ୭ଟି ଅଫୁଟା ଲାଣ୍ଡମାଇନ ଓ ଟିଫିନ୍ ବୋମ ଉଦ୍ଧାର ହୋଇଛି । ଏହାକୁ ଉଦ୍ଧାର କରିଛି ୯ନମ୍ବୀ ବିଏସଏଫ ବାଟାଲିୟନ । ସୂଚନଥାଉକି, ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ କରୁଥିବା ସମୟରେ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ପୋତା ଯାଇଥିବା ଖବର ପାଇଥିଲେ। ବିଏସଏଫର ବୋମା ଉଦ୍ଧାରକାରୀ ଦଳ ୭ଟି ଲ୍ୟାଣ୍ଡ ମାଇନ୍ ଓ ବୋମାର କିଛି ତାରକୁ ଉଦ୍ଧାର କରିଥିଲେ । ତେବେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ବୋମା ଗୁଡ଼ିକ ଉଦ୍ଧାର ହେବା ପରେ ପୁଲିସ ଓ ବିଏସଏଫ ମିଳିତ ଭାବେ ଜୋରସୋରରେ କମ୍ବିଂ ଆରମ୍ଭ କରିଛନ୍ତି।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ