ଭୁବନେଶ୍ୱର, ଆଜି ରାଜଧାନୀର ନୟାପଲ୍ଲୀ ସ୍ଥିତ ପ୍ଳାନେଟ୍ ଡେଭଲପ୍ମେଣ୍ଟ ଫାଉଣ୍ଡେସନ୍ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସରକାରଙ୍କର ସମସ୍ତ କୋଭିଡ୍ ନିୟମକୁ ପାଳନ କରି ଏହି ପୂଜାର ଆୟୋଜନ କରାଯାଇଥିଲା । କରୋନା ପାଇଁ ଏହି ପୂଜାରେ କାର୍ଯ୍ୟାଳୟର ମାତ୍ର କିଛି ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ସମସ୍ତେ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରି ପୂଜା କାର୍ଯ୍ୟ ସଂପାଦନ କରିଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ