stalwart

ଭୁବନେଶ୍ୱରରେ ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ଚଢ଼ାଉ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଭୁବନେଶ୍ୱରରେ ବିଲଡର ସଂସ୍ଥା ଉପରେ ଆୟକର ଚଢ଼ାଉ । ଷ୍ଟଲୱାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ଚଢ଼ାଉ କରିଛି । ଷ୍ଟଲୱାର୍ଟ ପ୍ରୋଜେକ୍ଟର ମାଲିକ ଶରତ ସାହୁଙ୍କ ସଂସ୍ଥା ଉପରେ ଚଢ଼ାଉ ଜାରି କରିଛି ଆୟକର ବିଭାଗ । ଶରତଙ୍କୁ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରୁଛି ଆଇଟି । ଶରତଙ୍କୁ ଟିକସ ଫାଙ୍କି ଥିବା ଅଭିଯୋଗରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରୁଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।