ଭୁବନେଶ୍ୱର, ରାଜ୍ୟରେ ତିର୍ତ୍ତୋଲ ଓ ବାଲେଶ୍ୱର ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡ଼ି ସଫଳତା ସାଉଣ୍ଟିଛି । ଦୁଇଟି ସ୍ଥାନରେ ବିଜୟ ମୁକୁଟ ପିନ୍ଧିଛି ବିଜେଡ଼ି । ତେଣୁ ସଫଳତା ନିମନ୍ତେ ସେଠାକାର ଦଳୀୟ କର୍ମୀ ଓ ଭୋଟରମାନଙ୍କୁ ଆଜି ସନ୍ଧ୍ୟା ୬ଟାରେ ଭିଡ଼ିଓ କନଫରେନ୍ସିଂ ଜରୀଆରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ତିର୍ତ୍ତୋଲରେ ଥିବା କର୍ମୀଙ୍କୁ ପରେ ୬ଟା ୨୦ମିନିଟରେ ବାଲେଶ୍ୱରର ଭୋଟରଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ