You are currently viewing କୋଭିଡ଼ ନିୟମ ଅବମାନନା ପାଇଁ ଶିକ୍ଷକଙ୍କ ଦରମା କାଟ

କୋଭିଡ଼ ନିୟମ ଅବମାନନା ପାଇଁ ଶିକ୍ଷକଙ୍କ ଦରମା କାଟ

ଭୁବନେଶ୍ୱର, କୋଭିଡ଼ ନିୟମକୁ ଅବମାନନା କରିଥିବା ୫ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରିଦିଆଯାଇଛି । ଏଭଳି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ତେବେ ଆଗାମୀ ଶୁଣାଣୀ ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ । ସ୍କୁଲ ଖୋଲିବାର ପ୍ରଥମରୁ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।