ଭୁବନେଶ୍ୱର, କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅକ୍ଟୋବର ୧୪ରେ ସ୍ୱତନ୍ତ୍ର କୋର୍ଟରେ ଦଣ୍ଡାଦେଶ ହେବ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ।
କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ
- Post published:October 6, 2020
- Post category:ଅପରାଧ / ଓଡିଶା / ତାଜା ଖବର / ରାଜନୀତି
- Reading time:1 mins read