ଭୁବନେଶ୍ୱର, ନୂଆବର୍ଷର ଆରମ୍ଭ ସହ ସାରା ରାଜ୍ୟରେ ଜାନୁଆରୀ ୧ ଠାରୁ ବାଇକ ଆରୋହୀଙ୍କ ପାଇଁ ଡବଲ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ତେବେ ଆଗରୁ କେବଳ ଚାଳକଙ୍କ ପାଇଁ ହେଲମେଟକୁ ବାଧ୍ୟତାମୂଳକ କରାଯାଇଥିଲା କିନ୍ତୁ ଏବେ ଆରୋହୀଙ୍କ ପାଇଁ ମଧ୍ୟ ହେଲମେଟକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ବାଇକ ଦୁର୍ଘଟଣା ଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତିି ନିଆଯାଇଛି । ତେବେ ଏହି ନିୟମକୁ ଉଲଘଂନ କଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କ ଅନ୍ୟାନ୍ୟ ଗାଡି କାଗଜପତ୍ରର ଯାଞ୍ଚ କରାଯାଇ ବାତିଲ କରାଯିବ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ