You are currently viewing ରାଜଧାନୀରୁ ଆଜି ୮ ପଜିଟିଭ ଚିହ୍ନଟ

ରାଜଧାନୀରୁ ଆଜି ୮ ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୮ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୧୮ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୬ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୬୬୪ ,ସୁସ୍ଥ ସଂଖ୍ୟା ୩୧୧୯୩ ,ମୃତ୍ୟୁ ସଂଖ୍ୟା ୨୪୨ ରହିଛି |ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୮ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।