You are currently viewing ମହାନଦୀରେ ଫସିଲେ ହାତୀପଲ

ମହାନଦୀରେ ଫସିଲେ ହାତୀପଲ

  • Post category:ଓଡିଶା
  • Reading time:1 mins read

କଟକ, ମୁଣ୍ଡୁଳୀ ନିକଟସ୍ଥ ମହାନଦୀ ମଝି ପଠାରେ ପଶି ଯାଇଛନ୍ତି ହାତୀପଲ । ଚନ୍ଦକା ଜଙ୍ଗଲକୁ ଫେରୁଥିବା ସମୟରେ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପାଖାପାଖି ୧୮ରୁ ୨୦ଟି ହାତୀ ଏକାଠି ଫଶିଥିବା ଦେଖିବାକୁ ମିଳିଛି । ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିପାରିନଥିଲେ ବି ସେମାନଙ୍କ ଉପରେ ନଜର ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।