You are currently viewing କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ

କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ

  • Post category:ଓଡିଶା
  • Reading time:1 mins read

ଗୁଣପୁର(୬.୨.୨୩) : ଏକ କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କପା ନଷ୍ଟ ହୋଇଥିବା ଜଣାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ରାୟଗଡା ଜିଲ୍ଲା ଗୁଣୁପୁର ସହର ନିକଟସ୍ଥ ଏଦୁରୁୱଲସା କପା ପ୍ରୋସେସିଂ ୟୁନିଟରେ ଘଟିଯାଇଛି ଅଗ୍ନିକାଣ୍ଡ । ଫଳରେ ଜଳିଯାଇଛି ବିପୁଳ ପରିମାଣର କପା । ଖବର ପାଇ ଘଟଣା ସ୍ଥଳରେ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟୁତ୍ତ କରିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।