ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଜି ତାଙ୍କର ୬୪ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅନିଲ କପୁର ଚଣ୍ଡୀଗଡରେ ଏବେ ରାଜ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅନିଲ କପୁର ଫିଲ୍ମର କାଷ୍ଟମାନଙ୍କ ସହ ନିଜ ୬୪ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ବଲିଉଡକୁ ଏପର୍ଯ୍ୟନ୍ତ ଗୋଟିକ ପରେ ଗୋଟିଏ ହିଟ ଫିଲ୍ମ ଦେଇଆସୁଛନ୍ତି ଅନିଲ କପୁର । ୬୪ ବର୍ଷ ବୟସରେ ପଦାର୍ପଣ କରିଥିଲେ ହେଁ ନିଜକୁ ଫିଟ ଆଣ୍ଡ ଫାଇନ ରଖିବାରେ ସକ୍ଷମ ହୋଇପାରିଛନ୍ତି ସେ । ଅନିଲଙ୍କ ବର୍ଥ ଡେ’ ପାଳନ ସମୟର ଭିଡିଓକୁ ବରୁଣ ଧୱନ ଏବଂ କିଆରା ଆଡଭାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ଏବଂ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ତେବେ କେବଳ ସେତିକି ନୁହେଁ ବହୁତ ନାମୀଦାମୀ କଳାକାର ମଧ୍ୟ ଅନିଲକୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ