You are currently viewing ବାଲୁଖଣ୍ଡ ଅଭୟାରଣ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର

ବାଲୁଖଣ୍ଡ ଅଭୟାରଣ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର

କୋଣାର୍କ, କୋଣାର୍କ ପୁରୀ ମେରାଇନ ଡ୍ରାଇଭ ରାସ୍ତା ପାଶ୍ୱର୍ରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟରୁ ଝୁଲନ୍ତା ଅବସ୍ଥାରେ ଏକ ମୃତ ଶରୀର ଉଦ୍ଧାର ହୋଇଛି । ଉକ୍ତ ବ୍ୟକ୍ତିଙ୍କ ସାଇକେଲ, ସାଟ୍ ଓ ଗାମୁଛା ନିକଟରୁ ମିଳିଛି । କିନ୍ତୁ ଏ ପର୍ଯ୍ୟନ୍ତ ଶବଟିର କୌଣସି ପରିଚୟ ମିଳିନାହିଁ । ହତ୍ୟା ପରେ ଏଠାରେ ଝୁଲେଇ ଦେଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଖବରପାଇ ଘଟଣାସ୍ଥଳରେ କୋଣାର୍କ ଥାନା ଅଧିକାରୀ ପହଞ୍ଚି ଶବ ଜବତ କରିବା ସହ, ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।