You are currently viewing ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

  • Post category:ଓଡିଶା
  • Reading time:1 mins read

ଜୟପୁର, କେରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ, ଟ୍ରେନଟି ସାମଗ୍ରୀ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଖୁବଶୀଘ୍ର ମରାମତି କାର୍ଯ୍ୟ ଶେଷ ହେବବୋଲି କହିଛନ୍ତି ରେଳ ଅଧିକାରୀ । ତେବେ କେଉଁ କାରଣରୁ ଟ୍ରେନଟି ଲାଇନଚ୍ୟୁତ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଦ୍ରୁତ ଗତି ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।