governer

ସୁନ୍ଦରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ହସ୍ପିଟାଲରେ ପହଞ୍ଚିି ପଚାରି ବୁଝିଲେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା

  • Post category:ଓଡିଶା
  • Reading time:1 mins read

ଏଏନଏସ: ସୁନ୍ଦରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଗସ୍ତ ବେଳେ ସବଡ଼େଗା ବ୍ଲକ ହସ୍ପିଟାଲରେ ପହଞ୍ଚିି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ । ରୋଗୀଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସରକାରୀ ସୁବିଧା ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଛନ୍ତି। ଏଥିସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଅନ୍ୟମାନଙ୍କୁ ଜଣାନ୍ତୁ।