You are currently viewing ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିନ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ମୋଦିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୋଦିଙ୍କ ପ୍ରଶଂସକ ମାନେ ନିଜ ନିଜ ସୋସିଆଲ ମିଡିଆରେ ମୋଦି ଜି ଙ୍କ ଫୋଟୋ ରଖି ଶୁଭେଚ୍ଛା ଜଣାଉଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଟୁଇଟ୍ ଆକାଉଣ୍ଟ ଜରୀଆରେ ଶୁଭେଚ୍ଛା ଜଣେଇଛନ୍ତି।

ତାସହିତ ବିଜେପିର ପ୍ରମୁଖ ନେତା ମାନେ ମଧ୍ୟ ମୋଦି ଜୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣେଇ ଦୀର୍ଘ ଆୟୁଷ କାମନା କରିଛନ୍ତିି।

ଅନ୍ୟମାନଙ୍କୁ ଜଣାନ୍ତୁ।