You are currently viewing ବିଗିଡ଼ିଲା ବୟନ ଶିଳ୍ପମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା, କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର

ବିଗିଡ଼ିଲା ବୟନ ଶିଳ୍ପମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା, କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ୱର, ବିଗିଡ଼ିଲା ବୟନ ଶିଳ୍ପମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା । କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ । ତାଙ୍କ ସ୍ୱାମୀ ମଧ୍ୟ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗତ ୧୦ ତାରିଖ ଦିନ କରୋନା ସଂକ୍ରମଣ ହେବା ପରେ ସେମାନେ ଘରୋଇ ସଙ୍ଗରୋଧରେ ରହୁଥିଲେ । କିନ୍ତୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଯୋଗୁଁ ଜୟପୁର କୋଭିଡ଼ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।