ରାଜ୍ୟରେ ଶୀତର ଲହରୀ; ୧୦ଡିଗ୍ରୀ ତଳେ ସୋନପୁର

ଭୁବନେଶ୍ୱର, ରାଜ୍ୟରେ ଶୀତର ଲହରୀ ଜାରି ହୋଇଛି । ତାପମାତ୍ରା କମିବାରେ ଲାଗିଲାଣି । ରାଜ୍ୟର ପ୍ରାୟ ୧୦ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ସୋନପୁର ହେଉଛି ଥଣ୍ଡା ସହର । ସେଠାରେ ତାମପାତ୍ରା ୯.୪ଡିଗ୍ରୀ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.