ସୁନ୍ଦରଗଡ଼, ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଘଟାଇଛି ଜଘନ୍ୟ କାଣ୍ଡ । ନିଜ ପତ୍ନୀକୁ ମାରି ବାଡ଼ିପଟେ ପୋତି ଦେଇଥିଲା ନର ରାକ୍ଷାସ ସ୍ୱାମୀ । ପରକୀୟାପ୍ରିତି କାରଣରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ସୂଚନାଥାଉକି, ପତ୍ନୀକୁ କିଛି ଦିନ ହେବ ନଦେଖି ପଡ଼ିଶା ଘର ଲୋକ କୁଆଡ଼େ ଯାଇଛି ବୋଲି ପଚାରିଥିଲେ । କିନ୍ତୁ ଉତ୍ତରରେ ସ୍ୱାମୀ କହିଥିଲା, ସେ ସମ୍ପର୍କୀୟଙ୍କ ଘରକୁ ଯାଇଛି । ଶବରୁ ଗନ୍ଧ ବାହାରିବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ତାଙ୍କ ଘରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ମାଟିତଳୁ ଶବ ମଧ୍ୟ ଉଦ୍ଧାର କରିଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ