ପୁରୀ(ଅନନ୍ତ ସିଂ), ଦେଶରେ ତଥା ରାଜ୍ୟରେ କରୋନା ଆତଙ୍କ ପୁଣି ଦେଖାଦେଇଛି । ପ୍ରତିଦିନ ଦେଶରୁ ପ୍ରାୟ ପାଖାପାଖି ଲକ୍ଷେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ବୃଦ୍ଧି ହେଉଥିବାରୁ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି ବିନା କୋଭିଡ ଟେଷ୍ଟରେ ବାହାର ରାଜ୍ୟର ପର୍ଯ୍ୟଟକମାନେ ପୁରୀ ଯାଇପାରିବେ ନାହିଁ । ୧୨ ଟି ବାହାର ରାଜ୍ୟର ପର୍ଯ୍ୟଟଙ୍କ ପାଇଁ ଜାରି ହୋଇଛି କଟକଣା । କଟକଣା ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଆଜି ଏନେଇ ହୋଟେଲ ମାଲିକ ସଂଘଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ବସିଥିଲା । ବିଶେଷ କରି ହୋଟେଲ ଓ ରେସ୍ତୋରାଁ ଉପରେ ଜିଲ୍ଲାପ୍ରଶାସନ ନଜର ରଖିବ । ପୁରୀ ରେଳ ଷ୍ଟେସନରେ ମଧ୍ୟ RT-PCR ଟେଷ୍ଟ ଆରମ୍ଭ ହୋଇଛି । ଟେଷ୍ଟ ପରେ ପୃଥକ ବାସରେ ରହିବେ ପର୍ଯ୍ୟଟକ । ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ବୁଲିବାକୁ ଅନୁମତି ଦିଆଯିବ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍