ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ମୁଦ୍ରାକୋଷ-IMFର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ ସୀମାଞ୍ଚଳ ଦାସ । EDର ପ୍ରମୁଖ ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ ସୀମାଞ୍ଚଳ । ଅର୍ଥ ମନ୍ତ୍ରାଳୟରେ ବିଭିନ୍ନ ଦାୟିତ୍ବରେ ରହିଛନ୍ତି ସୀମାଞ୍ଚଳ । ୱାଶିଂଟନ ଡିସି IMF ମୁଖ୍ୟାଳୟରେ ନିଯୁକ୍ତି । ୩ ବର୍ଷ ପାଇଁ ସୀମାଞ୍ଚଳଙ୍କୁ ମିଳିଛି ଏ ଦାୟିତ୍ବ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ