ଖୋର୍ଦ୍ଧା, ଜିଲ୍ଲାରେ କରୋନାର ସ୍ଥିତି ଦିନକୁ ଦିନ ସଙ୍ଗିନୀ ହେବାର ଲାଗିଛି। କରୋନା ସଂକ୍ରମଣରେ ରୋକ ଲଗେଇବା ପାଇଁ ସରକାରଙ୍କର ନିର୍ଦ୍ଦେଶ ମତେ ପ୍ରଶାସନ ବିଭିନ୍ନ ପନ୍ଥ। ଅପଣାଉଛି । ଏହି ପରିପ୍ରେକ୍ଷୀରେ ଟାଙ୍ଗି ଓ ଏହାର ଆଖପାଖ ତହସିଲ ପକ୍ଷରୁ ଏକ ଗଣଦୌଡ଼ି କାର୍ଯ୍ୟକ୍ରମ କରାଯାଇ ନିଜକୁ କିଭଳି ସୁସ୍ଥ ରଖାଯାଇପାରିବ ସେନେଇ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମତେ ତହସିଲଦାରଙ୍କ ନେତୃତ୍ୱରେ ତହସିଲର ସମସ୍ତ କର୍ମଚାରୀ ଏବଂ ଆଇନ ଜୀବୀ ମାନେ ଗଣ ଦୌଡ଼ କରି ଜନ ସଚେତନତା ସୃଷ୍ଟି କରିଥିଲେ। ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ