You are currently viewing ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାର ଅଭିଯୁକ୍ତଙ୍କ ମୃତ୍ୟୁ

ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାର ଅଭିଯୁକ୍ତଙ୍କ ମୃତ୍ୟୁ

କୋରାପୁଟ, ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଦଣ୍ଡସେନା ଶିକ୍ଷୟିତ୍ରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ହୋଇ ବିଚାରବିଭାଗୀୟ ହାଜତରେ ଥିଲେ । ତାଙ୍କର ମୃତ୍ୟୁ ହୋଇଥିବା ନେଇ କୋରାପୁଟ ମଣ୍ଡଳ କାରାଗାର ଜେଲର ସୂଚନା ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ନେତ୍ରାନନ୍ଦ ସହୀଦତ ଲକ୍ଷ୍ମଣ ନାୟକ ହସ୍ୱିଟାଲରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଛି । ସୂଚନାଥାଉକି, ସେ ୨୦୧୬ରେ ଗିରଫ୍ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।