You are currently viewing ୪ରେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର

୪ରେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର

କଟକ, ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର । ଆସନ୍ତା ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ସେ ହାଇକୋର୍ଟରେ ୩୨ତମ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।