OJEE ଆବେଦନର ଆଜି ଶେଷ ଦିନ; ରାତି ୧୧ଟା ୫୯ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ବର, ବୈଷୟିକ ପାଠ୍ୟକ୍ରମରେ ନାମଲେଖ‌ା ଲାଗି ଅକ୍ଟୋବରରେ ହେବାକୁ ଥିବା ଓଜେଇଇରେ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଛି। କୌଣସି କାରଣ ଲାଗି ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିବେ, ସେମାନେ ସେପ୍ଟେମ୍ବର ୨୩ ତଥା ଆଜି ରାତି ୧୧ଟା ୫୯ ମିନିଟ୍‌ ସୁଦ୍ଧା ଆବେଦନ କରିବା ସହ, ୨୪ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଫି’ ଦାଖଲ କରିପାରିବେ। ଓଜେଇଇ ୱେବସାଇଟ୍‌ www.ojee.nic.in/www.odishajee.com ମାଧ୍ୟମରେ ଆଗ୍ରହୀ ଛାତ୍ରଛ‌ାତ୍ରୀ ଫର୍ମ ପୂରଣ କରିପାରିବେ। 

Leave A Reply

Your email address will not be published.