You are currently viewing ଲକଡାଉନରେ ମଦ ହୋମ ଡେଲିଭରି

ଲକଡାଉନରେ ମଦ ହୋମ ଡେଲିଭରି

ଭୁବନେଶ୍ୱର -୧୩.୦୫.୨୦୨୧, ଏଣିକି ଲକଡାଉନରେ ବି ମିଳିବ ମଦ । ଲକଡାଉନ ବେଳେ ମଦ ହୋମ ଡେଲିଭରି ଦିଆଯିବ । ଲକଡାଉନ ସମୟରେ ସମସ୍ତ ଠିପି ଖୋଲା, ଠିପି ବନ୍ଦ, ସିଏଲ୍ ଦୋକାନୀ ମାନେ ମଦର ହୋମ ଡେଲିଭରି କରିପାରିବେ । ଏହା ସହ ଜୋମାଟୋ, ସ୍ୱିଗି ଭଳି ସଂସ୍ଥାଙ୍କ ଦ୍ୱାରା ମଧ୍ୟ ମଦର ହୋମ ଡେଲିଭରି ଦେଇପାରିବେ। ଏନେଇ
ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବା ନେଇ ଅବକାରୀ କମିଶନରଙ୍କୁ ଜଣାଇଛନ୍ତି ଅବକାରୀ ସଚିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।