You are currently viewing ସାଂସଦ ଅପରାଜିତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ସାଂସଦ ଅପରାଜିତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଲୋକସଭା ବାଚସ୍ପତିଙ୍କ ଅନୁମୋଦନରେ ସାଂସଦଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଆଗାମୀ ୩ ବର୍ଷ ପାଇଁ ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ ବିଜେପି ସାଂସଦ ଅପରାଜିତା ।

ଅନ୍ୟମାନଙ୍କୁ ଜଣାନ୍ତୁ।